Soumyaranjan Sahoo (The Dekoder)Dec 18, 20201 minବିରହ ର ସ୍ୱର...ଅତୀତ ର ପଥେ ଆଜି ବି ଚାଲୁଛି, ମୁଁ ବିରହ ର ସେଇ ପ୍ରତୀକ କହୁଛି... ଜୀବନ ର ସୃଷ୍ଟି ମୋ ଠାରେ ହୋଇଛି, ଜୀବନର ଶେଷ ମୋ ଦେହେ ମିଶୁଛି, ଜୀବନ ଜୀବିକା ବଜାୟ ରଖିଛି,...